ପୁରୀରୁ ୭ ବନ୍ଧୁକ ବ୍ୟବସାୟୀ ଗିରଫ, ୪ ବନ୍ଧୁକ ଜବତ

ଡେସ୍କ: ପୁରୀର ବିଭିନ୍ନ ଅଂଚଳରୁ ପୁଲିସ ୭ ଜଣ ଚୋରା ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ଜବତ କରିଛି। ସେମାନେ ହତ୍ୟାକାଣ୍ଡ, ରାହାଜାନି ଓ ଅନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି କେ. ବିଶାଲ ସିଂହ କହିଛନ୍ତି ଯେ ଉଭୟ ସହର ଓ ସଦର ଅଂଚଳରେ ଚଢ଼ାଉ କରି ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Comments are closed.