ପୁରୀ ହାଜତ ମୃତ୍ୟୁ ମାମଲା; ପରିବାର ଉପରେ ଚାପ ପକାଇ ବୟାନ ଦିଆଯାଇଛି : ବିଧାୟକ ଜୟନ୍ତ ଷଡ଼ଙ୍ଗୀ

କାଲି ପୁରୀ ବନ୍ଦ ଡାକରା ଦିଆଯାଇପାରେ : ବିଜେପି

ପୁରୀ : ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।ପରିବାର ଉପରେ ଚାପ ପକାଇ ପୁଲିସ୍ ବୟାନ ନେଇଥିବା ସେ କହିଛନ୍ତି ।ଏହାସହ ମୃତକଙ୍କ ମା’ଙ୍କୁ କେଉଁଠି ଲୁଚାଇ ରଖାଯାଇଛି ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।ସେପଟେ ଦରକାର ହେଲେ କାଲି ପୁରୀ ବନ୍ଦ ଡାକରା ଦିଆଯାଇପାରେ ବୋଲି ବିଜେପି କହିଥିବା ସୂଚନା ମିିଳିଛି ।

Comments are closed.