ପୁରୀ ଜିଲ୍ଲା ସଦର ହସ୍ପିଟାଲରେ ଇଂଜେକସନ ନେଇ ୫୯ ଜଣ ଅସୁସ୍ଥ

ପୁରୀ : ପୁରୀ ଜିଲ୍ଲା ସଦର ହସ୍ପିଟାଲରେ ଇଂଜେକସନ ନେଇ ୫୯ ଜଣ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କର ମୁଣ୍ଡବିନ୍ଧା ହେବା ସହ ଓ ବାନ୍ତି ହେଉଛି। କେତେକଙ୍କୁ  ଜ୍ବର ହେବା ସହିତ ଶରୀରର ତାପମାତ୍ରା ବୃଦ୍ଧି ପାଉଛି।

ଜିଲ୍ଲା ମୁଖ୍ୟ ଚିକିତ୍ସକ Ceftriaxone ଇଂଜେକସନକୁ ଜବତ କରିବା ସହ ପୁରୀ ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ରୋଗୀଙ୍କୁ ଏହି ଇଂଜେକସନ ନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।

Comments are closed.