ଆଜି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ : ଗୁଣ୍ଡିଚା ମନ୍ଦିରରେ ଆଜି(ଶୁକ୍ରବାର) ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ବା ପଛଭୋଗ ନୀତି ପରେ ଶ୍ରୀମୁଖ ଶୃଙ୍ଗାର ହେବ। ୪ ଘଣ୍ଟା ଧରି ପ୍ରାକୃତିକ ରଙ୍ଗରେ ଶ୍ରୀଜିଓଙ୍କ ଶ୍ରୀମୁଖ ଦତ୍ତମହାପାତ୍ର ସେବାୟତ ରଙ୍ଗ କରିବେ ବୋଲି ସୂଚନା ମିଳିଛି।

Comments are closed.