ସପରିବାର ମତଦାନ କଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁପାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ନିର୍ବାଚନରେ ସପରିବାର ମତଦାନ କରିଛନ୍ତି। ମାହାଙ୍ଗା ବ୍ଲକ ଜଳେଶ୍ୱରପୁର ପଂଚାୟତ ଅଲିଜୋଡା ଗ୍ରାମର ୧୧ନଂ ବୁଥରେ ନିଜ ପରିବାର ସହ ସେ ମତଦାନ କରିଛନ୍ତି।

Comments are closed.