ମେହବୁବାଙ୍କ ଜାତୀୟ ପତାକା ସମ୍ପର୍କିତ ବିବୃତ୍ତିକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ନିନ୍ଦା

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଜାତୀୟ ପତାକା ଉପରେ ମେହବୁବା ମୁଫତିଙ୍କ ବିବୃତ୍ତିକୁ ନିନ୍ଦା କରି କହିଛନ୍ତି ଯେ ଜାତୀୟ ପତାକାର ଅପମାନ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଶ୍ରୀ ଜାଭଡେକର ଏକ ଟ୍ୱିଟରେ କହିଛନ୍ତି ଯେ ତ୍ରିରଙ୍ଗା ହେଉଛି ଭାରତର ଗର୍ବ ଏବଂ ପରିଚୟ।
Related Posts
ପିଡିପି ମୁଖ୍ୟ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଥିଲେ ଯେ ଜାମ୍ମୁ କାଶ୍ମୀରର ପତାକା ପୁନଃସ୍ଥାପିତ ହେବା ପରେ ସେ ଜାତୀୟ ପତାକା ଉତ୍ତୋଳନ କରିବେ।
Comments are closed.