ପିଏନ୍‌ବି କଟକ ମଣ୍ଡଳ ପକ୍ଷରୁ ପାର୍ଟିସନ୍‌ ହରର୍ସ ରିମେମ୍ବ୍ରାନ୍ସ ଡେ ପାଳିତ

କଟକ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, କଟକ ମଣ୍ଡଳ ପକ୍ଷରୁ ପାର୍ଟିସନ୍‌ ହରର୍ସ ରିମେମ୍ବ୍ରାନ୍ସ ଡେ ପାଳିତ ହୋଇଯାଇଛି । ସ୍ୱାଧିନତା ସଂଗ୍ରାମୀ ନିଳମଣୀ ସାମଲ ଏବଂ ସୋମନାଥ ପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସର୍କଲ ମୁଖ୍ୟ ଜିତେନ୍ଦ୍ର ସ୍ୱାଇଁ, ଜୋନାଲ ଅଡିଟ୍‌ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଏବଂ କଟକ ସହରର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଫଟୋ ପ୍ରଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ଉଦ୍‌ଘାଟିତ ହୋଇଥିଲା ।

Comments are closed.