ରୁଦ୍ରଙ୍କ ପାଇଁ ପ୍ରଚାର କଲେ ପତ୍ନୀ ଜାଗୃତି

ପିପିଲି:ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ତାଙ୍କ ପତ୍ନୀ ଜାଗୃତି ମହାରଥୀ ଆଜି ରୂପଦେଇପୁର ଗ୍ରାମପଞ୍ଚାୟତରେ ଘରକୁ ଘର ବୁଲି ଭୋଟ୍‍ ଭିକ୍ଷା କରିଥିଲେ। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ମଉଜିବେଗ ଓ ରୁପଦେଇପୁର ଗ୍ରାମରେ ଅନୁଷ୍ଠିତ ମହିଳା ବିଜେଡି ସମାବେଶ ଓ ପଦଯାତ୍ରାରେ ଯୋଗଦେଇ ଜାଗୃତି ନିଜ ସ୍ୱାମୀଙ୍କ ସପକ୍ଷରେ ଭୋଟ୍‍ ପ୍ରଚାର କରିଥିଲେ।

Comments are closed.