ବର୍ଷାରେ ବରଗଛ ଉପୁଡ଼ି ଭାଙ୍ଗିଲା ଘର

ପାଟଣା: ଭୀଷଣ ବର୍ଷା କାରଣରୁ ପାଟଣା ବ୍ଲକ ଟାଙ୍ଗରପଡ଼ାରେ ଏକ ବଡ଼ ବରଗଛ ଉପୁଡ଼ି ପଡ଼ିବାରୁ ଗ୍ରାମର ଲୋଚନ ବାରିକଙ୍କ ୧ ବଖରା ଆଜବେଷ୍ଟସ ଘର ଭାଙ୍ଗିଯିବା ସହ ରାସ୍ତା ଅବରୋଧ ହୋଇଥିବା ଖବର ପାଇ ପାଟଣା ଅଗ୍ନିଶମ କେନ୍ଦ୍ର ଅଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀ ଗଛ ଟିକୁ ଗଡ ଗଡ କରି କାଟିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପୋକଲିନ ମେସିନ ସାହାଯ୍ୟରେ ଗଛର ଗଡ ଗୁଡ଼ିକୁ ରାସ୍ତା କଡ଼ରୁ ହଟାଇ ଦିଆଯାଇଥିବା ଦେଖାଯାଉଛି।

Comments are closed.