ଡଲଙ୍ଗପାଣି ଜଙ୍ଗଲରୁ ୮ ଟି ଶାଳ ଗଡ଼ ଜବତ କଲା ବନବିଭାଗ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଘଟଗାଁ ବ୍ଲକ ଡଲଙ୍ଗପାଣି ଜଙ୍ଗଲରୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ପାଟଣା ବନବିଭାଗ ୮ ଟି ଶାଳ ଗଡ ଜବତ କରିଛି। କୌଣସି ସୂତ୍ରରୁ ଆଗୁଆ ଖବର ପାଇ କାଠ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ଜବତ ଶାଳ ଗଡ ଗୁଡ଼ିକୁ ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯାଇଥିବା ବନାଞ୍ଚଳ ଅଧିକାରୀ ଟିକେଶ୍ଵର ମହନ୍ତଙ୍କ ଠାରୁ ସୂଚନା ମିଳିଛି।

Comments are closed.