ଢେଙ୍କିକୋଟ ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ନାଗସାପ ଉଦ୍ଧାର

ପାଟଣା; ଢେଙ୍କିକୋଟ ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିସରରୁ ଗତକାଲି ଅପରାହ୍ନରେ ଏକ ନାଗସାପକୁ ଉଦ୍ଧାର କରାଯାଇଛି । ସ୍ବାସ୍ଥ୍ୟ ଉପକେନ୍ଦ୍ର ପଛପଟେ ସାପଟି ବୁଲୁଥିବା ସମୟରେ ସ୍ୱାସ୍ଥ୍ୟକର୍ମୀ ଜଣକ ସର୍ପ ଧରାଳି ସେକ ନାଦୀର ଅଲ୍ଲିଙ୍କୁ ଖବର ଦେଇଥିଲେ । ନଦୀର ସେଠାର ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଆଜି ସକାଳୁ ଖଣ୍ଟଘର ଜଙ୍ଗଲରେ ସାପଟିକୁ ଛାଡ଼ି ଦିଆଯାଇଥିବା ଜଣାପଡିଛି ।

Comments are closed.