ବେଆଇନ ପଥର ବୋଝେଇ ଟ୍ରାକ୍ଟର ଜବତ

ପାଟଣା: ପାଟଣା ଥାନା ଅଞ୍ଚଳ ବେଗନା ନିକଟରୁ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଏକ ବେଆଇନ ପଥର ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି। ଜବତ ଟ୍ରାକ୍ଟରଟିକୁ ଥାନାକୁ ନିଆଯିବା ସହ ଜୋରିମାନା କରାଯିବାକୁ ସାହାରପଡ଼ା ତହସିଲଦାରଙ୍କୁ ସୂଚନା ଦିଆଯାଇଛି।

Comments are closed.