ଦିବ୍ୟାଙ୍ଗ ଗାୟକଙ୍କ ଭଜନ ପରିବେଷଣରେ ମନ୍ତ୍ରମୁଗ୍ଧ ହେଲେ ପାଟଣାବାସୀ

ପାଟଣା: ଭୁବନେଶ୍ୱରର କୁରାଙ୍ଗରୁ ମା ‘ ତାରିଣୀ ଦୃଷ୍ଟିହୀନ ଭଜନ ସାଗର ସଂସ୍ଥାର ଦୃଷ୍ଟିହୀନ ଯୁବକ ଯୁବତୀଙ୍କ ଦ୍ଵାରା ଭଜନ ପରିବେଷଣ କାର୍ଯ୍ୟକ୍ରମ ପାଟଣା ବ୍ଲକ ଛକରେ ଅନୁଷ୍ଠିତ ହୋଇଥିଲା। ବାଦ୍ୟଯନ୍ତ୍ର ଓ ଭଜନ ପରିବେଷଣ କାର୍ଯ୍ୟକ୍ରମ କେବଳ ଦିବ୍ୟାଙ୍ଗମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା। ଦୃଷ୍ଟିହୀନଙ୍କ ଭଜନ ଶୁଣିବାକୁ ଲୋକମାନଙ୍କର ଭିଡ ହୋଇଥିବା ବେଳେ କାର୍ଯ୍ୟକ୍ରମ ସେମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଭଜନ ପରିବେଷଣ କରି ଏହାର କର୍ମକର୍ତ୍ତା ମାନେ ଦିବ୍ୟାଙ୍ଗଙ୍କ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ସାହାଯ୍ୟ ସଂଗ୍ରହ କରୁଥିବା ଦେଖାଯାଇଛି।

Comments are closed.