୨ଲକ୍ଷ ନେଇ ଧରାପଡ଼ିଲେ ଏସିଟିଓ

ପାରାଦୀପ: ୨ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଏସିଟିଓ। ପାରାଦୀପ ସିଟି ଓ ଜିଏସଟି ବିଭାଗ ଅତିରିକ୍ତ ସିଟିଓ ପ୍ରକାଶଚନ୍ଦ୍ର ସାହୁ। ଜଣେ ଗ୍ଲାସ ଓ ପ୍ଲାଇ ଡିଲରଙ୍କଠାରୁ ଲାଞ୍ଚ ନେଲାବେଳେ ଧରାପଡ଼ିଲେ। ବ୍ୟବସାୟିକଙ୍କ କାଗଜପତ୍ର ଠିକ ନ ଥିବା ଦର୍ଶାଇ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ଜବତ ସହ ଏସିଟିଓଙ୍କ କେନ୍ଦ୍ରାପଡ଼ା ଘରେ ଭିଜିଲାନ୍ସ ରେଡ।

Comments are closed.