ମହାରାଷ୍ଟ୍ରର ରସାୟନିକ କାରଖାନାରେ ଅଗ୍ନିକାଣ୍ଡ, ୮ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ୧୦୦ କିଲୋମିଟର ଦୂର ବଇସାରର ଏକ ରସାୟନିକ କାରଖାନାରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ୮ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି।
WATCH | Massive explosion at chemical factory in Boisar near Mumbai pic.twitter.com/9VqhoPu8eo
— The Indian Express (@IndianExpress) January 11, 2020