ଘୁଞ୍ଚିଲା ଓଏସଏସଟିଇଟି-୨୦୨୧ ପାଇଁ ଅନଲାଇନ ଫର୍ମ ଆବେଦନ

ଭୁବନେଶ୍ୱର : ଓଏସଏସଟିଇଟି-୨୦୨୧ ପାଇଁ ଅନଲାଇନ ଆବେଦନ ଫର୍ମ ପୂରଣ କରିବାର ଶେଷ ତାରିଖ ୧୮-୦୭-୨୦୨୧ ମଧ୍ୟରାତ୍ର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏନେଇ ସୂଚିତ ହୋଇଥିବା ଶେଷ ତାରିଖ ୧୩-୦୭-୨୦୨୧ ମଧ୍ୟରାତ୍ର ରହିଥିଲା। ବର୍ଦ୍ଧିତ ସମୟ ପରେ ଆଗକୁ ଆଉ ସମୟ ବୃଦ୍ଧି କରାଯିବ ନାହିଁ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ, (ଓଡିଶା) ଉପସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।

Comments are closed.