ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ମରାମତି ବେଳେ ଠିକା କର୍ମଚାରୀଙ୍କ ମୃତ୍ୟୁ

ପୁରୀ : ପୁରୀରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି । ଘୋଡା ବଜାର ପ୍ରାଣୀ ଚିକିସôାଳୟ ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କାର୍ଯ୍ୟ କରୁଥିବା ବେଳେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାମ ଜୀତେନ୍ଦ୍ର ଦଲାଇ ବୋଲି ଜଣାପଡିଛି । ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ତାଙ୍କର  ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।

Comments are closed.