ହାତୀ ଉଦ୍ଧାର ସମୟରେ ଅଘଟଣ ; ଓଲଟିଲା ଓଡ୍ରାଫ ଟିମ ବୋଟ୍‍

ସ୍ରୋତରେ ଫସିଥିବା ଯବାନଙ୍କୁ ଉଦ୍ଧାର ଉଦ୍ୟମ ଜାରି

କଟକ : କଟକ ମୁଣ୍ଡଳି ଜଳରେ ଫସିଥିବା ହାତୀକୁ ଉଦ୍ଧାର ସମୟରେ ବଡ ଧରଣର ଅଘଟଣ ଘଟିଛି। ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମର ବୋଟ୍‍ ପ୍ରବଳ ଜଳ ସ୍ରୋତରେ ଭାସିଯାଇଛି। ଫଳରେ ଓଡ୍ରାଫ ଟିମଙ୍କ ସହ ଗଣମାଧମର ୨ କର୍ମଚାରୀ ମଧ୍ୟ ଭାସିଯାଇଥିବା ବେଳେ ସଭିଁଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଛି।ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖାଯାଇଛି।

Comments
Loading...