ଓମିକ୍ରନର ନୂଆ ଲକ୍ଷଣ

ଭୁବନେଶ୍ୱର : ବଦଳିଛି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନର ଲକ୍ଷଣ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପକ୍ଷରୁ ଆଜି ସୂଚନା ମିଳିଛି। ଏହି ବଦଳିଥିବା ଲକ୍ଷଣ ଅନୁଯାୟୀ ସଂକମିତଙ୍କ ଘ୍ରାଣଶକ୍ତି (ଶୁଙ୍ଘିବା) ଶକ୍ତି ଯାଉ ନାହିଁ। ଏହାସହ ଅଧିକ ଜ୍ୱର ଓ ଥଣ୍ଡା ହେଉ ନାହିଁ। ତଣ୍ଟି ଦରଜ, ତଣ୍ଟି ବସିବା ଅଧିକ ହେଉଛି। ରୋକିବାକୁ ହେଲେ ଟିକା ନେବା , ମାସ୍କ ପିନ୍ଧିବା ବୋଲି ସେ ସୂଚନା ଦେଇଛନ୍ତି।

 

Comments are closed.