ଆଜିଠାରୁ ଅନ୍‌ଲାଇନ୍‌ ମୋଡ୍‌ରେ ବିଧାନସଭାର ସବୁ ଫାଇଲ୍‌ କାର୍ଯ୍ୟ

ଭୁବନେଶ୍ୱର: ଓଡ଼ିଶାବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଆଜିଠାରୁ ଅନ୍‌ଲାଇନ୍‌ ମୋଡ୍‌ରେ ହେବ। ଓସ୍ୱାସ୍‌ ତରଫରୁ ବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଡିଜିଟାଲ୍‌ ହେବ ଏବଂ ଏତଦ୍ୱାରା ଫାଇଲ୍‌ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ। ଏହିବ୍ୟବସ୍ଥାକୁ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି
କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ମଟରାଜ ଡୁଙ୍ଗଡୁଙ୍ଗ୍‌, ଓସ୍ୱାସ୍‌ ନିର୍ବାହୀ ଅଧିକାରୀ ଲିଲାନ୍ଦ୍ରି ପଣ୍ଡା ପ୍ରମୁଖ ଉ ପସ୍ଥିତ ଥିଲେ।

Comments are closed.