କାର୍ଯ୍ୟାଳୟ ନାଁ ବିଶ୍ରାମାଳୟ! ନିଘୋଡ଼ ନିଦ୍ରାରେ ଇଡ଼କୋ ଅଧିକାରୀ (ଦେଖନ୍ତୁ ଭିଡିଓ)

ସରକାରୀ କାର୍ଯ୍ୟାଳୟ ଠିକ ସରକାରୀ ବ୍ୟବସ୍ଥା ପରି। ଅର୍ଥାତ ଆଗ ବିଶ୍ରାମ ତା ପରେ ଯାହା କିଛି କାମ। ଆମେ କହୁନୁ, ଏ ଭିଡିଓ ଦେଖିଲେ ଜାଣି ପାରିବେ। ସ୍ମାର୍ଟ ସିଟି ରାଉରକେଲାର ଇଡ଼କୋ କାର୍ଯ୍ୟାଳୟର ଚିତ୍ର। ସମୟ ପ୍ରାୟ ଅପରାହ୍ନ ୪ଟା। ଅଫିସ ଭିତରେ ଚାଲିଛି ଫ୍ୟାନ ଓ ଏକ ସୋଫାରେ ନିଘୋଡ଼ ନିଦ୍ରାରେ  ଜଣେ ଅଧିକାରୀ । ଯଦି ରାଉରକେଲା ଭଳି ସହରରେ ଇଡ଼କୋ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଏଭଳି ଅବସ୍ଥା, ଅନ୍ୟ ସରକାରୀ କାର୍ଯ୍ୟାଳୟରେ କେଉଁଭଳି କାର୍ଯ୍ୟ ଚାଲିଥିବା ତାହା ସହଜରେ ଅନୁମେୟ।

Comments are closed.