ଭାରତର ଦମ୍‌‌ଦାର୍‌‌ ବିଜୟ

ନୂଆଦିଲ୍ଲୀ : ନାଗପୁର ଟେଷ୍ଟରେ ଭାରତର ଇନିଂସ ବିଜୟ। ଅଷ୍ଟ୍ରେଲିଆକୁ ଏକ ଇନିଂସ ଓ ୧୩୨ ରନରେ ହରାଇଲା ଭାରତ। ୫ ଦିନର ଖେଳକୁ ମାତ୍ର ଅଢେଇ ଦିନରେ ସାରିବା ସହ ଏକତରଫା ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍‌‌ ଦେଲା ଭାରତ। ୨ୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୯୧ ରନରେ ଅଲଆଉଟ୍‌‌।

 

 

Comments are closed.