MEllora 950×100

ମଣ୍ଡଳ ପ୍ରବନ୍ଧକଙ୍କ ଝାରସୁଗୁଡା ରେଳ ଷ୍ଟେସନ ନିରୀକ୍ଷଣ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ଝାରସୁଗୁଡା ରୋଡକୁ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ପରିଦର୍ଶନ କରିଛନ୍ତି। ସମ୍ବଲପୁର – ଝାରସୁଗୁଡା ସେକ୍ସନର ନିରୀକ୍ଷଣ ସମୟରେ ଏହି ଷ୍ଟେସନରେ ରହିଥିବା ବିଭିନ୍ନ ଯାତ୍ରୀ ସୁବିଧା ଓ ଷ୍ଟେସନରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ନିରୀକ୍ଷଣ କରିଥିଲେ। କର୍ମଚାରୀ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଯାତ୍ରୀ ଯାତ୍ରା ଓ ମାଲ ପରିବହନ ଅଧିକ ସୁଗମ କରିବା ନିମନ୍ତେ ଆବଶ୍ୟକୀୟ ପରାମର୍ଶ ଦେବା ସହିତ ରେଳ ସମ୍ପତ୍ତି, ପ୍ରତିଷ୍ଠାନ ଓ ଯାତ୍ରୀ ସୁବିଧା ଗୁଡିକୁ ଶ୍ରୀ ସିଂ ପରିଦର୍ଶନ ସମୟରେ ନିରୀକ୍ଷଣ କରି ଦେଖିଥିଲେ।

Comments are closed.