ବ୍ରାହ୍ମଣ ସମାଜ ପକ୍ଷରୁ ସହାୟତା ରାଶି ପ୍ରଦାନ

କଲ୍ୟାଣସିଂହପୁର; ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଏକ ଗରିବ ବ୍ରାହ୍ମଣ ପରିବାରର ମୁଖ୍ୟ ଶିତାରାମ ଦାସ (ପରିବା ଦାସ)ଙ୍କ ଦେହାନ୍ତ ହୋଇଥିବା ଯୋଗୁଁ ସ୍ଥାନୀୟ ବ୍ରାହ୍ମଣ ସମାଜ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି। ବ୍ରାହ୍ମଣ ସମାଜର ସଭାପତି ଶରତ ଚନ୍ଦ୍ର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ କିଛି ସ୍ଥାନୀୟ ବ୍ରାହ୍ମଣମାନଙ୍କ ଠାରୁ ଆର୍ଥିକ ସହାୟତା ପାଇଁ ଅର୍ଥ ଆଦାୟ କରାଯାଇଥିଲା।
Comments are closed.