ରଜପର୍ବ ଅବସରରେ ରାଜ୍ୟପାଳଙ୍କ ଶୁଭକାମନା

ଭୁବନେଶ୍ୱର : ରଜ ଓଡ଼ିଶାର ସାଂସ୍କୃତିକ ଗଣପର୍ବ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଓଡ଼ିଶାବାସୀ ବିଶେଷ କରି ମା’ ଓ ଝିଅମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ଏହାକୁ ଘରେ ରହି ପରିବାର ସହ ପାଳିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

Comments are closed.