ଆଜି ରାଜ୍ୟରେ ସୁସ୍ଥ ହେଲେ ୩୯୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୧୯୮୫୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୧୯୮୫୦କୁ ବୃଦ୍ଧି ପାଇଛି। ଆଜି ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୭୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୪୬, ଅନୁଗୁଳ ୩୬, ମୟୂରଭଞ୍ଜ ୨୯, କଳାହାଣ୍ଡି ୨୭, କଟକ ୨୫, ଝାରସୁଗୁଡ଼ା ୧୮, ପୁରୀ ୧୮, କେନ୍ଦ୍ରାପଡ଼ା ୧୨, ନୂଆପଡ଼ା ୧୧, ସମ୍ବଲପୁର ୧୧, ବାଲେଶ୍ବର ୯, ଭଦ୍ରକ ୯, ବଲାଙ୍ଗିର ୬, ଜଗତସିଂହପୁର ୬, ଦେବଗଡ଼ ୫, ଯାଜପୁର ୫, ମାଲକାନଗିରି ୫, ନୟାଗଡ଼ ୫, କେନ୍ଦୁଝର ୪, କୋରାପୁଟ ୪, ବୌଦ୍ଧ ୩, ଗଞ୍ଜାମ ୩, ଢେଙ୍କାନାଳ ୨, ରାୟଗଡ଼ା ୨, ନବରଙ୍ଗପୁର ୧, ସୋନପୁର ୧ ଏବଂ ଷ୍ଟେଟ୍‌ପୁଲ୍‌ରୁ ୮ଜଣ କରେନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.