ରାଜ୍ୟରେ ୩୭.୪୧ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୩୭ ଲକ୍ଷ ୪୧ ହଜାର ୧୧୭ ଟିକାକରଣ ହୋଇଛି। ଗତକାଲି ରାଜ୍ୟରେ ୧୧୦୩ଟି ଟିକାକରଣ କେନ୍ଦ୍ରରେ ୧ଲକ୍ଷ ୭୩ହଜାର ୩୦୭ଜଣଙ୍କୁ ଟିକା ଦିଆଯାଇଛି। ସେଥିରେ ଉଭୟ ବର୍ଗର ବରିଷ୍ଠ ନାଗରିକଙ୍କ ସଂଖ୍ୟା ୬୦ହଜାର ୭୦୩ ରହିଥିବାବେଳେ ୭୭୪ ସ୍ବାସ୍ଥ୍ୟକର୍ମୀ, ୧୪୩୬ କୋଭିଡ଼ ଯୋଦ୍ଧା ଏବଂ ୧ଲକ୍ଷ ୧୦ହଜାର ୩୯୪ଜଣ ୪୫ରୁ ୫୯ବର୍ଷ ବୟସ୍କଙ୍କ ମଧ୍ୟରେ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.