୩୧ ହଜାର ୬୪୯ ହିତାଧିକାରୀଙ୍କୁ ଟିକା

ଭୁବନେଶ୍ୱର: ରାଜ୍ୟରେ ରବିବାର ୪୧୦ଟି କେନ୍ଦ୍ରରେ ୩୧ ହଜାର ୬୪୯ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ମିଶାଇ ମୋଟ ଟିକାଦାନ ୪ କୋଟି ୪୫ ଲକ୍ଷ ୧ ହଜାର ୨୩୩ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୩ ଲକ୍ଷ ୭୧ ହଜାର ୬ ଜଣ ଗର୍ଭବତୀ ଟିକା ନେଲେଣି। ଏହାବାଦ ରାଜ୍ୟ ସରକାରଙ୍କ ନିକଟରେ ୪୫ ଲକ୍ଷ ୧୩ ହଜାର ୨୦୦ କୋଭିସିଲ୍ଡ ଓ ୧୪ ହଜାର ୯୭ ହଜାର ୭୧୦ କୋଭାକ୍ସିନ ଟିକା ମହଜୁଦ ରହିଛି। ଆଜି ୨୧୬୯ଟି କେନ୍ଦ୍ରରେ ଟିକାଦାନ କରାଯିବ।

Comments are closed.