ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୦୧୭୭୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ସର୍ବାଧିକ ୧୦୮, ଅନୁଗୋଳ ୧୦୩. ମୟୂରଭଞ୍ଜ ୧୦୧, ସୁନ୍ଦରଗଡ଼ ୯୭ ଓ ଖୋର୍ଦ୍ଧାରୁ ୯୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଝାରସୁଗୁଡ଼ା ୮୬, ଜଗତସିଂହପୁର ୫୫, ବାଲେଶ୍ବର ୫୪, କେନ୍ଦ୍ରାପଡ଼ା ୫୩, କେନ୍ଦୁଝର ୫୦, କଳାହାଣ୍ଡି ୪୭,  ବଲାଙ୍ଗିର ୪୬, ନୟାଗଡ଼ ୪୦, କୋରାପୁଟ ୩୮, ବରଗଡ଼ ୩୭, ନୂଆପଡ଼ା ୩୭, ପୁରୀ ୩୪, ସମ୍ବଲପୁର ୩୨, ଯାଜପୁର ୩୦, ଗଞ୍ଜାମ ୨୬, ସୋନ୍‌ପୁର ୨୫, ନବରଙ୍ଗପୁର ୨୨, ରାୟଗଡ଼ା ୧୪, ଢେଙ୍କାନାଳ ୧୧, ମାଲକାନଗିରି ୧୦, କନ୍ଧମାଳ ୯, ବୌଦ୍ଧ ୭, ଗଜପତି ୪, ଦେବଗଡ଼ ୩, ଭଦ୍ରକ ୨ ଏବଂ ଷ୍ଟେଟ୍‌ପୁଲ୍‌ରୁ ୨୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ରାଜ୍ୟାରେ ମୋଟ ୩୦୧୭୭୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.