ନୂଆଁଖାଇ ଜୁହାର ; ପଶ୍ଚିମ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଭିନନ୍ଦନ ଜଣାଇ ମୋଦୀ ଟ୍ୱିଟ ଯୋଗେ କହିଛନ୍ତି, ଦେଶ ନିର୍ମାଣରେ କୃଷକଙ୍କ ଅବଦାନ ଉଚ୍ଚ ପ୍ରଶଂସନୀୟ। ସଭିଁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖଶାନ୍ତି କାମନା କରିଛନ୍ତି।

Comments are closed.