ବଜେଟ୍‍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ କବିତା ପାଠ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୨ୟ ବଜେଟ୍‍ ଉପସ୍ଥାପନ କରୁଛନ୍ତି। ବଜେଟ୍‍ ଉପସ୍ଥାପନ ସମୟରେ ଅଭିନବ ଶୈଳୀରେ ସେ ପଣ୍ଡିତ ଦୀନାନାଥ କୌଲଙ୍କ କାଶ୍ମୀରୀ କବିତା ପାଠ କରିଛନ୍ତି। କବିତାଟି ହେଉଛି,-

ହମାରା ବତନ ଖିଲତେ ହୁଏ ଶାଲୀମାର ବାଗ ଜୈସା

ହମାରା ବତନ ଡଲ ଝିଲ ମେଁ ଖିଲତେ କମଲ ଜୈସା

ନୌଯବାନୋଁ କେ ଗର୍ମ ଖୁନ୍‍ ଜୈସା

ମେରା ବତନ-ତେରା ବତନ-ହମାରା ବତନ

ଦୁନିଆ କା ସବସେ ପ୍ୟାରା ବତନ 

 

 

 

Comments are closed.