ଖସୁଛି ପାରଦ : ଥରୁଛି ଓଡ଼ିଶା

ଭୁବନେଶ୍ୱର : ଆରମ୍ଭ ହେଲାଣି ପ୍ରବଳ ଜାଡ। ଶୀତରେ ଥରୁଛି ରାଜ୍ୟ। ଏହାସହ ୧୩ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୦ଟି ସହର। ୮.୨ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର। ଫୁଲବାଣୀ ୯.୫,ଅନୁଗୁଳ ଓ ଦାରିଙ୍ଗିବାଡିରେ ୧୦ ଡିଗ୍ରୀ, ବାରିପଦା ୧୦.୫,କୋରାପୁଟ ୧୧, କେନ୍ଦୁଝର ୧୧.୭, ସୁନ୍ଦରଗଡ ୧୨, ବଲାଙ୍ଗୀର ୧୨.୪ ଓ ବୌଦ୍ଧ ୧୨.୫ ,କଟକ ୧୩.୮ ଏବଂ ଭୁବନେଶ୍ୱରରେ ୧୬.୫ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.