ଶ୍ୟାମ୍ ମେଟାଲିକ୍ସ ପକ୍ଷରୁ ବୁଢାରଜା ମନ୍ଦିର ବାଡ ନିର୍ମାଣ କାର୍ଯ୍ୟ ଆରମ୍ଭ

ରେଙ୍ଗାଲି: ଶ୍ୟାମ୍ ମେଟାଲିକ୍ସ ପକ୍ଷରୁ ରେଙ୍ଗାଲି ବ୍ଳକର ପଣ୍ଡଲୋଇ ଗ୍ରାମରେ ଥିବା ବୁଢାରଜା ମନ୍ଦିରର ବାଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। କାର୍ଯ୍ୟ ଆରମ୍ଭ ସମୟରେ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୂଜକ ଉପସ୍ଥିତ ଥିଲେ।

Comments are closed.