ସପ୍ତାହନ୍ତ ସଟଡାଉନ୍‍, ନୂଆପଡା ବଜାର ଶୂନ୍‍ଶାନ

ପାଟକୁରା: ତୃତିୟ ପାଳି ତାଲାବନ୍ଦ ଚାଲିଥିବାବେଳେ, ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍‍ ଯୋଗୁଁ ନୂଆପଡା ବଜାର ଶୂନ୍‍ଶାନ ହୋଇପଡିଛି। ତାଲା ବନ୍ଦ ଦିନମାନଙ୍କରେ କେତେକ ବ୍ୟସାୟୀମାନେ ଦୋକାନକୁ ଅଧା ଖୋଲି ଲୁଚାଛପାରେ ବ୍ୟବସାୟ କରଉଥିଲେ। ମାତ୍ର ଦିନ୧୧ଟା ପରେ ବଜାର ଗହଳି ଚହଳି କମିଯାଉଥିଲା। ଏବେ ଶନିବାର ଓ ରବିବାର ସପ୍ତାହନ୍ତ ସଡ୍‍ ଡାଉନ ଯୋଗୁଁ ନୂଆପଡା ବଜାର,ପାଟକୁରା ବଜାର ଶୂନ୍‍ ଶାନ ହୋଇପଡିଛି। ଲୋକମାନେ ପୂର୍ବପରି ବଜାରକୁ ଆସୁ ନ ଥିବାର ଦେଖାଯାଇଛି।

Comments are closed.