ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ; ଅପହୃତ ଯବାନଙ୍କୁ କଲେ ହତ୍ୟା

ମାଲକାନଗିରି : ପୁଣି ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ ଦେଖାଦେଇଛି।  ଗତ ବୁଧୁବାର ମାଲକାନଗିରି ସୀମାନ୍ତ ବର୍ତ୍ତୀ ଛତିଶଗଡ ର ବିଜେପୁର ଜିଲ୍ଲା ପେମେଡ଼ ଠାରେ ଅପହୃତ ଯବାନ ମୁରଲୀ ତାତି କୁ ହତ୍ୟା କରିଥିବା ସୂଚନା ମିଳିଛି । ଏ ସମ୍ବନ୍ଧରେ ମାଓବାଦୀ ଚିଠି ମାଧ୍ୟମରେ ଜଣାଇଥିବା ନେଇ ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି। ଚିଠିରେ ମୁରଲୀ ତାତି ଙ୍କୁ ଜନ ଅଦାଲତ ରେ ହତ୍ୟା କରିଥିବା ଚିଠି ରେ ଉଲ୍ଲେଖ ରହିଛି।  ପଶ୍ଚିମ ବସ୍ତ୍ର ଡିବିଜନଲ କମିଟି ଏକ ପତ୍ର ମାଧ୍ୟମରେ ଏହା ସୂଚନା ଦେଇଛନ୍ତି । ବିଜାପୁର ପୁଲିସ ଘଟଣା ର ତଦନ୍ତ କରୁଥିବା ସୂଚନା ମିଳିଛି ।

Comments are closed.