ସନ୍ଧ୍ୟା ୫ଟା – ମୁଖ୍ୟ ସମ୍ବାଦ

– ଜାପାନରେ ବଢ଼ିଲା ତାଲାବନ୍ଦ ଅବଧି, ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ ମହାକୁମ୍ଭ ରଦ୍ଦ ହେବା ଆଶଙ୍କା
– ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ କୁଖ୍ୟାତ ଅପରାଧୀ ପପୁ ବରାଳ ସମେତ ଦୁଇ ଗିରଫ
– ମରାଠା ଆରକ୍ଷଣ ଅସାମ୍ବିଧାନିକ, କହିଲେ ସୁପ୍ରିମକୋର୍ଟ
– କୋଭିଡ ଚିକିତ୍ସା ଭିତ୍ତିଭୂମି ପାଇଁ ରିଜର୍ଭ ବ୍ୟାଙ୍କର ୫୦ ହଜାର କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା
– ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ
– ଅମ୍ଳଜାନ ଯୋଗାଣ କରାନଯିବା ଗଣହତ୍ୟା ଠାରୁ କିଛି କମ୍‍ ନୁହେଁ – ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ
– ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୮୨ ହଜାର ୩୧୫ ନୂଆ ସଂକ୍ରମିତ ଚିହ୍ନଟ, ୩୭୮୦ ମୃତ
– ଟିକା ଅଭାବ, ରାଜ୍ୟର ୧୫ ଜିଲାରେ ଆଜି ଟିକାକରଣ ବନ୍ଦ
– ରାଜ୍ୟରେ ଆଜି ନୂଆ ୯୮୮୯ କୋଭିଡ ଆକ୍ରାନ୍ତ ଚିହ୍ନଟ – ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଚିହ୍ନଟ, ୧୬ କରୋନା ସଂକ୍ରମିତ ମୃତ

Comments are closed.