ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୩୦ ମେ ୨୦୨୧)

ଦେଶ/ବିଦେଶ ଖବର

ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ ସଂକ୍ରମିତ ଚିହ୍ନଟ ଓ ୩,୪୬୦ ମୃତ

– ଏଲୋପାଥି-ଆୟୁର୍ବେଦ ବିବାଦ: ଆମିରଙ୍କ ଭିଡିଓ ଶେୟାର କରି ମେଡିକାଲ ମାଫିଆଙ୍କୁ ଆହ୍ବାନ କଲେ ରାମଦେବ

– ମୁମ୍ବଇ ବାସଭବନରେ ଝୁଲୁଛି ମାଳ ମାଳ ନୋଟିସ ; ଡୋମିନିକା କାରାଗାରରେ ବନ୍ଦୀ ମେହୁଲ ଚୋକ୍ସି

– ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି

– ଗୋପନରେ ବିବାହ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌, ପ୍ରେମିକା କ୍ୟାରୀ ସାଇମଣ୍ଡସ୍‍ଙ୍କୁ ଜୀବନସାଥୀ କଲେ

ରାଜ୍ୟ ଖବର

– ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨

– ଆଉ ଆଖି ବୁଜିଲେ ୩୩ ଆକ୍ରାନ୍ତ, ମୋଟ ମୃତ୍ୟୁ ସଂଖ୍ୟା ଟପିଲା ୨୭୦୦

Comments are closed.