ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର (୨୯ ମେ ୨୦୨୧)

ଦେଶ/ବିଦେଶ ଖବର

– ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

– ଡିସେମ୍ବର ସୁଦ୍ଧା ଭାରତରେ ସରିବ ଟିକାକରଣ

ଜୁନ୍‍ ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ବନ୍ଦ

କାନାଡ଼ା ସଂସଦର ଭିଡିଓ କନ୍‌ଫରେନ୍ସିଂ ସମୟରେ ପରିଶ୍ରା କରୁଥିବା ନଜର ଆସିଲେ ସାଂସଦ

– ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା; ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ରିଜର୍ଭ ବ୍ୟାଙ୍କ ଲାଗୁକଲା ଜରିମାନା

– ୩୧ କୋଟି ଦେଇ ନୂଆ ଘର କିଣିଲେ ଅମିତାଭ ବଚନ

– ବିମାନ ଭିତରେ ବାଦୁଡି; ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

– ମହାରାଷ୍ଟ୍ରରେ କୋଠା ଭୁଷୁଡି ୭ ମୃତ

– ଚାଇନା ଯୁବତୀଙ୍କ କଣ୍ଠରେ ହିନ୍ଦୀ ଗୀତ ‘ଆଁଖେଁ ଖୁଲି’, ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାରେ

ରାଜ୍ୟ ଖବର

– ରାଜ୍ୟରେ ୭୧୮୮ ନୂଆ ସଂକ୍ରମିତ ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪

– ପହିଲାରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ

– ନବୀନଙ୍କ ପଞ୍ଚମ ପାଳିର ଆଜି ୨ ବର୍ଷ ପୂର୍ତ୍ତି

Comments are closed.