ଡକାୟତି ଉଦ୍ୟମ କରି ଘର ଉପରକୁ ବୋମାମାଡ

କଟକ : କଟକ ଜିଲା ନରସିଂହପୁର ନିକଟବର୍ତ୍ତି କାନପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମାମାଡ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଡ଼କାୟତି ଉଦ୍ୟମ କରି ଗୋଟିଏ ଘର ଉପରକୁ ବୋମାମାଡ ହୋଇଛି। ବୋମାମାଡରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏତଲା ପରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଆରମ୍ଭ କରିଛି।

Comments are closed.