ଆଜି ପବିତ୍ର ବଡଓଷା ;ଖାଁ ଖାଁ ଶୈବପୀଠ

ଭୁବନେଶ୍ୱର : ଆଜି ହେଉଛି ପଞ୍ଚୁକର ୪ର୍ଥ ଦିନ ଓ ପବିତ୍ର ବଡଓଷା। ଏହି ଅବସରରେ କୋଭିଡ ନିୟମ ଅନୁଯାୟୀ କେବଳ ମନ୍ଦିରରେ ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ବଡଓଷା କାରଣରୁ ଅନେକ ଶୈବପୀଠରେ ଧବଳେଶ୍ୱର ଆଦି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କ ବିନା ଖାଁ ଖାଁ ସମସ୍ତ ମନ୍ଦିର ରହିଛି।

Comments are closed.