ଭୂକମ୍ପ ଝଟକା ଅନୁଭୂତ

ଶିମଳା : ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ଶନିବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୩.୨ ରେକର୍ଡ଼ କରାଯାଇଥିଲା। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଭୟରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ। ଏଥିରେ କୌଣସି ଧନ କିମ୍ବା ପ୍ରାଣହାନୀ ହୋଇନଥିବା ନେଇ ସୂଚନା ମିଳିଛି।

Comments are closed.