ଭତ୍ତା ଟଙ୍କା ପାଇଁ ଆସିଥିବା ବେଳେ ଟଳିପଡ଼ିଲେ ବୃଦ୍ଧ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ପଞ୍ଚାୟତ ପରିସରରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତଙ୍କୁ ଭତ୍ତା ଟଙ୍କା ନେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଆଜି ୧୫ ତାରିଖ ଥିବାରୁ ସେ ଭତ୍ତା ପାଇଁ ଆସିଥିଲେ।

Comments are closed.