ଦିଲ୍ଲୀରେ ଅଗ୍ନିକାଣ୍ଡ ; ୩୫ ମୃତ

ଦିଲ୍ଲୀ : ନୂଆଦିଲ୍ଲୀ ରାଣୀ ଝାନସୀ ରୋଡ଼ରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ୧୪ ରୁ ଅଧିକ ଆହତ ହେବା ସହ ୫୦ ଜଣରୁ ଲୋକଙ୍କୁ ଉଦ୍ଧାର କରାଯାଇଛି। ଧାନ ମଣ୍ଡିରେ ନିଆଁ ଲାଗିବାରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁ ଲିଭାଇବା କାର୍ଯ୍ୟରେ ୨୭ଟି ଦମକଳ ଗାଡ଼ି ନିୟୋଜିତ ରହିଛନ୍ତି। ନିଆଁ ଲିଭାଇବା ଜାରି ରହିଥିବା ନେଇ ସୂଚନା ମିଳିଛି।

Comments are closed.