ବେଳାଭୂମିରୁ ମୃତ କଇଁଛ ଜବତ

ପୁରୀ : ପୁରୀ ବେଳାଭୂମିରୁ ଏକ ମୃତ ଦୁର୍ଲଭ କଇଁଛ ବୁଧବାର ଜବତ ହୋଇଛି। କଇଁଛଟିର ଓଜନ ପ୍ରାୟ ୨୦ କେଜି ବୋଲି ଅନୁମାନ କରାଯାଉଛି। କଇଁଛଟିକୁ ଦେଖିବା ପାଇଁ ବେଳା ଭୂମିରେ ବେଶ ଭିଡ଼ ଜମିଥିଲା ବୋଲି ସୂଚନା ମିଳିଛି।

Comments
Loading...