ବେଳାଭୂମିରୁ ମୃତ କଇଁଛ ଜବତ

ପୁରୀ : ପୁରୀ ବେଳାଭୂମିରୁ ଏକ ମୃତ ଦୁର୍ଲଭ କଇଁଛ ବୁଧବାର ଜବତ ହୋଇଛି। କଇଁଛଟିର ଓଜନ ପ୍ରାୟ ୨୦ କେଜି ବୋଲି ଅନୁମାନ କରାଯାଉଛି। କଇଁଛଟିକୁ ଦେଖିବା ପାଇଁ ବେଳା ଭୂମିରେ ବେଶ ଭିଡ଼ ଜମିଥିଲା ବୋଲି ସୂଚନା ମିଳିଛି।

Comments are closed.