ପ୍ରଥମେ ନୂଆବର୍ଷ-୨୦୨୦ ପାଳିଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡା : ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ନ୍ୟୁଜିଲାଣ୍ଡର ଅକଲାଣ୍ଡ ଇଂରାଜୀ ନବବର୍ଷ-୨୦୨୦କୁ ପାଳନ କରିଛି। ଏଠାରେ ଧୁମଧାମରେ ନୂଆବର୍ଷ -୨୦୨୦କୁ ସ୍ୱାଗତ କରାଯାଇଛି ।  ବାଣ ଫୁଟାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସାରା ସହର କମ୍ପିଉଠିଛି।

ଦେଖନ୍ତୁ ଅକଲାଣ୍ଡାରେ ହୋଇଥିବା ଆତସବାଜିର ଦୃଶ୍ୟ

Comments are closed.