+ ୩ ପାଠ୍ୟକ୍ରମରେ ସାମିଲ ହେବ ଏନ୍‌ସିସି

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷା ବର୍ଷରୁ ଯୁକ୍ତ ତିନିରେ ଏନ୍‌ସିସି ପାଠ୍ୟକ୍ରମ ଆରମ୍ଭ ହେବ। ରାଜ୍ୟର ୧୮୩ କଲେଜରେ ଏହାକୁ ଆରମ୍ଭ କରାଯିବା ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ପୂର୍ବରୁ ଏନ୍‌ସିସି କେବଳ ପ୍ରାକ୍‌ଟିକାଲ ଓ ଫିଲ୍ଡ ଥିଓରୀରେ ଚାଲିଥିଲା। ହେଲେ ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଇତିହାସ ଓ ଓଡ଼ିଆ ପରି ଇଲେକ୍ଟିଭ ଭାବେ ପଢ଼ାଯିବ। ଯଦି ପିଲାଙ୍କ ସଂଖ୍ୟା ବଢ଼େ ଓ ଟ୍ରେନର ସଂଖ୍ୟା କମ୍‌ ପଡ଼େ, ତେବେ ପିପିପି ମୋଡ଼ରେ ଏହା ପଢ଼ାଯିବ।

Comments are closed.