ନାଗାର୍ଜୁନ ବେଶ ନୀତିନିର୍ଘଣ୍ଟ 

ଶ୍ରୀମନ୍ଦିର ଦ୍ବାରଫିଟା : ରାତ୍ର ୨ଟା

ଭିତରଶୋଧ : ରାତ୍ର ୨ଟା ୨୦

ମଙ୍ଗଳଆଳତି : ରାତ୍ର ୨ଟା ୩୦

ମଇଲମ : ରାତ୍ର ୩ଟା

ତଡ଼ପଲାଗି : ରାତ୍ର ୩ଟା ୩୦

ଅବକାଶ : ରାତ୍ର ୩ଟା ୫୦

ନାଗାର୍ଜୁନ ବେଶ ଆରମ୍ଭ : ପ୍ରାତଃ ୪ଟା

ରୋଷହୋମ : ପ୍ରାତଃ ୪ଟା ୩୦

ସୂର୍ଯ୍ୟପୂଜା : ପ୍ରାତଃ ୫ଟା

ଦ୍ବାରପାଳ ପୂଜା : ପ୍ରାତଃ ୫ଟା ୧୫

ନାଗାର୍ଜୁନ ବେଶ ଶେଷ : ସକାଳ ୭ଟା

ଗୋପାଳବଲ୍ଲଭ : ସକାଳ ୮ଟା

ସକାଳଧୂପ(କେବଳ କୋଠଭୋଗ) : ଦିନ ୮ଟା ୩୦ରୁ ୧୦ଟା

ବାଳଧୂପ : ଦିନ ୧୦ଟା ୩୦

ଭୋଗମଣ୍ଡପ : ଦିନ ୧୦ଟା ୩୦

ବାଳଧୂପ ଶେଷ : ଦିନ ୧୧ଟା ୩୦

ଭୋଗମଣ୍ଡପ ଶେଷ : ଦିନ ୧ଟା ୩୦

ନାଗାର୍ଜୁନ ବେଶ ମଇଲମ : ଦିନ ୨ଟା

ମଧ୍ୟାହ୍ନଧୂପ(କେବଳ କୋଠଭୋଗ) : ଅପରାହ୍ଣ ୩ଟା ୩୦ରୁ ୫ଟା

ଦ୍ବିତୀୟ ଭୋଗମଣ୍ଡପ : ଅପରାହ୍ଣ ୪ଟା ୩୦ରୁ ୫ଟା ୩୦

ଦକ୍ଷିଣିଘର ଭୋଗ : ଅପରାହ୍ଣ ୫ଟା ୩୦

ମଇଲମ ଓ ବେଶ : ସନ୍ଧ୍ୟା ୬ଟାରୁ ୭ଟା

ସନ୍ଧ୍ୟାଆଳତି : ରାତି ୭ଟା ୩୦

ସନ୍ଧ୍ୟାଧୂପ (କେବଳ କୋଠଭୋଗ) : ରାତି ୮ଟାରୁ ୯ଟା ୩୦

ମଇଲମ : ରାତି ୧୦ଟା

ଚନ୍ଦନଲାଗି : ରାତି ୧୦ଟା ୩୦

ବଡ଼ସିଂହାର ବେଶ : ରାତି ୧୧ଟା ୩୦

ବଡ଼ସିଂହାର ଭୋଗ : ରାତି ୧୨ଟା

ରାତ୍ରପହୁଡ : ରାତି ୧୨ଟା ୩୦

Comments are closed.