ମମିତାଙ୍କୁ ନ୍ୟାୟ ପାଇଁ ଦୀପ ଜାଳିଲେ ବିଜେପି ନେତ୍ରୀ

ନବରଙ୍ଗପୁର: ରାଜ୍ୟର ବିଜେଡି ଶାସନରେ ମହିଳାମାନେ ବିପଦରେ ବୋଲି କହିବା ସହ ଶିକ୍ଷୟତ୍ରୀ ମମିତା ମେହେରଙ୍କର ହତ୍ୟା କରାଯାଇଥିବା ବେଳେ ତାଙ୍କୁ ନ୍ୟାୟ ପାଇଁ ଜିଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦୀପାବଳୀ ଅବସରରେ ମା’ ଭଣ୍ଡାର ଘରଣୀ ମନ୍ଦିରରେ ଦୀପ ଜାଳିଥିଲୋ ଜିଲା ସଭାନେତ୍ରୀ ଶର୍ମିଷ୍ଠା ଦେଓ ଓ ନଗର ସଭାନେତ୍ରୀ ବବିତା ସାହୁଙ୍କ ନେତୃତ୍ୱରେ ମହିଳା ନେତ୍ରୀମାନେ ଏକତ୍ରିତ ହୋଇ ଦୀପ ଜାଳିଥିଲେ।

Comments are closed.