ମୁମ୍ବଇର ଘାଟକୋପରରେ ଅଗ୍ନିକାଣ୍ଡ; ୨ମୃତ

ମୁମ୍ବଇ : ମୁମ୍ବଇର ଘାଟକୋପରର ଏକ କାରଖାନାରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରୁ ୨ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣେ ମହିଳା ଓ ଜଣେ ପୁରୁଷ ହୋଇଥିବାବେଳେ ଆଉ ଜଣେ ବ୍ୟକ୍ତିଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ନିଆଁ ଲିଭାଇବା କାର୍ଯ୍ୟରେ ୧୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।

Comments are closed.