‘ମୋ ସ୍କୁଲ’ କାର୍ଯ୍ୟକ୍ରମ : ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରଣ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ବର : ଆମେ ପିଲାଦିନେ ପାଠ ପଢ଼ି ଥିବା ସ୍କୁଲ ସହିତ ଆମର ଭାବଗତ ସମ୍ପର୍କ ସବୁବେଳେ ରହିଥାଏ । ତେଣୁ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ସାମିଲ ହୋଇ ଅତିବେଶୀରେ ତିନୋଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।
Related Posts
ସେହିପରି ମୁଖ୍ୟମନ୍ତ୍ରୀ ହାଇକୋର୍ଟର ବିଚାରପତି ରାଜ୍ୟର ସବୁ ସାଂସଦ ଓ ବିଧାୟକ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି।